ସ୍ଥାନ › ପାତ୍ମ
ଦ୍ୱୀପ · ଅବସ୍ଥାନ ସୁପ୍ରତିଷ୍ଠିତ
ପାତ୍ମ
ଗ୍ରୀଷ୍ମର ଏକ ସ୍ୱଚ୍ଛ ଦିନରେ ସମଗ୍ର ଏଜିଆନ ସାଗର, ଉତ୍ତର ଉପରେ: ବାମରେ ଗ୍ରୀସ, ଡାହାଣରେ ଏସିଆ ମାଇନରର ଉପକୂଳ ଓ ତଳେ କ୍ରୀତୀ, ସମୁଦ୍ରରେ ସୂର୍ଯ୍ୟକିରଣର ଝଲକ ସହିତ। ଆଥିନୀ, କରିନ୍ଥ ଓ ଏଫିସ ଏହାର କୂଳରେ ଅବସ୍ଥିତ, ଏବଂ ଏହାର ଦ୍ୱୀପମାନଙ୍କ ମଧ୍ୟରେ ସାମ, ପାତ୍ମ, କୋସ୍ ଓ ରୋଦା ଅଛି।
ବାଇବେଲ ଏହାର ନାମ କେଉଁଠି କହେ